ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ଝାରସୁଗୁଡ଼ା ଓଡ଼ିଶାର ସବୁଠାରୁ ଅଧିକ ଶିଳ୍ପ ବିକଶିତ ଜିଲ୍ଲା ଅଟେ । ୧୯୯୪ ମସିହା ଜାନୁୟାରୀ ୧ ତାରିଖରେ ଏହା ପ୍ରତିଷ୍ଠିତ ହୋଇଥିଲା । ଏଥିପୂର୍ବରୁ ଏହା ସମ୍ବଲପୁର ଜିଲ୍ଲାର ଏକ ଅଂଶ ହୋଇ ରହିଥିଲା ।
ଜିଲ୍ଲା ସମ୍ବନ୍ଧରେ
କ୍ଷେତ୍ରଫଳ | 2,114 ବର୍ଗ କି.ମି. |
ଭାଷା | ଓଡ଼ିଆ |
ଜନସଂଖ୍ୟା | 5,79,505 |
ତହସିଲ | 5 |
ଗ୍ରାମ ଗୁଡିକ | 372 |