ଜିଲ୍ଲା ସମ୍ବନ୍ଧରେ

ଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ଝାରସୁଗୁଡ଼ା ଓଡ଼ିଶାର ସବୁଠାରୁ ଅଧିକ ଶିଳ୍ପ ବିକଶିତ ଜିଲ୍ଲା ଅଟେ । ୧୯୯୪ ମସିହା ଜାନୁୟାରୀ ୧ ତାରିଖରେ ଏହା ପ୍ରତିଷ୍ଠିତ ହୋଇଥିଲା । ଏଥିପୂର୍ବରୁ ଏହା ସମ୍ବଲପୁର ଜିଲ୍ଲାର ଏକ ଅଂଶ ହୋଇ ରହିଥିଲା ।

ଅଧିକ ଦେଖନ୍ତୁ

ଏକ ନଜରରେ ଜିଲ୍ଲା

କ୍ଷେତ୍ରଫଳ 2,114 ବର୍ଗ କି.ମି.
ଭାଷା ଓଡ଼ିଆ
ଜନସଂଖ୍ୟା 5,79,505
ତହସିଲ 5

ଗ୍ରାମ ଗୁଡିକ

358
ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ଝାରସୁଗୁଡ଼ା ଶ୍ରୀ ଜ୍ୟୋତିରଞ୍ଜନ ପ୍ରଧାନ

ଫଟୋ ଗାଲେରୀ