- ଅଣକୁଶଳୀ କାମ କରିବାକୁ ଇଚ୍ଛୁକ ଥିବା ପ୍ରତ୍ୟକ ଗ୍ରାମୀଣ ପରିବାର କୁ ବର୍ଷରେ ୧୦୦ ଦିନର କାମ ଯୋଗାଇ ଦିଆଯାଏ ।
- ଯୋଜନାରେ ସାମିଲ ହେବାକୁ ଗ୍ରାମପଞ୍ଚାୟତରେ ନାମ ପଞ୍ଜିକରଣ କରନ୍ତୁ।
- ପଞ୍ଜିକୃତ ହେବାର ୧୫ ଦିନ ମଧ୍ୟରେ ଜବକାର୍ଡ ଯୋଗାଇ ଦିଆଯାଏ।
- କାମ ପାଇବା ପାଇଁ ସି-୧ ଫର୍ମ ରେ ଲିଖିତ ଭାବରେ ଆବେଦନ କରନ୍ତୁ ।
- ଆବେଦନ କରିବାର ୧୫ ଦିନ ମଧ୍ୟରେ ଘରଠାରୁ ୫ କି.ମି. ଦୂରତା ମଧ୍ୟରେ କାମ ଯୋଗାଇ ଦିଆଯାଏ। ୫ କି.ମି. ଦୂରତା ବାହାରେ କାମ ଯୋଗାଇ ଦିଆଗଲେ ମଜୁରିର ୧୦ ପ୍ରତିଶତ ଅଧିକ ଟଙ୍କା ମିଳିବ ।
- ଆବେଦନ କରିବାର ୧୫ ଦିନ ମଧ୍ୟରେ କାମ ଯୋଗାଇ ଦିଆନଗଲେ ବେରୋଜଗାରୀ ଭତ୍ତାର ବ୍ୟବସ୍ଥା ଅଛି ।
- କାମ କରିବାର ୧୫ ଦିନ ମଧ୍ୟରେ ସିଧାସଳଖ ବ୍ୟାଙ୍କ ଖାତା ମାଧ୍ୟମରେ ମଜୁରି ପ୍ରଦାନ କରାଯାଏ ।
- ପୁରୁଷ ବ ମହିଳା ସମସ୍ତଙ୍କୁ ସମାନ ଭାବେ ମଜୁରି ବାବଦକୁ ୧୮୮ ଟଙ୍କା ପ୍ରଦାନ କରାଯାଏ ।
- କାର୍ଯ୍ୟସ୍ଥଳୀରେ ପାନୀୟ ଜଳ, ପ୍ରାଥମିକ ଚିକତ୍ସା, ଆଶ୍ରୟସ୍ଥଳୀ ଏବଂ ଶିଶୁର ଯତ୍ନ ବ୍ୟବସ୍ଥା କରାଯାଇଥାଏ ।
- କାମ କଲାବେଳେ ଦୁର୍ଘଟଣା ହେଲେ ମାଗଣାରେ ଚିକିତ୍ସା କରାଯାଏ ।
- ପ୍ରତ୍ୟେକ ମାସର ୧ମ ଓ ୩ୟ ବୁଧବାର ଗ୍ରାମପଞ୍ଚାୟତରେ ରୋଜଗାର ଦିବସ ପାଳନ କରାଯାଇ ଯୋଜନା ସମ୍ବନ୍ଧୀୟ ସବୁ ସମସ୍ୟାର ସମାଧାନ କରାଯାଏ ।
- ଯୋଜନା ସମ୍ବନ୍ଧୀୟ କୌଣସି ଅଭିଯୋଗ କିମ୍ବା ଅଧିକ ସୂଚନା ଜାଣିବା ପାଇଁ ମାଗଣା ଫୋନ ନଂ ୧୮୦୦-୩୪୫-୬୭୬୮ କୁ ଫୋନ କରନ୍ତୁ ।
PHYSICAL AND FINANCIAL PROGRESS UPTO JULY 2ND WEEK
Person-days Generated for FY 2019-20 upto July 2nd week
Sl. No. |
Implementing Agency |
Total Labour Budget for |
Total Labour Budget for |
Total Labour Budget for |
|
|
Projected Persondays for FY 2019-20 |
Achieved |
% of Ach. |
1 |
Jharsuguda |
1,32,869 |
57,971 |
43.63 |
2 |
Kirmira |
1,33,803 |
33,886 |
25.33 |
3 |
Kolabira |
1,83,582 |
60,450 |
32.93 |
4 |
Laikera |
2,02,011 |
56,676 |
28.06 |
5 |
Lakhanpur |
3,47,735 |
1,04,266 |
29.98 |
|
District Total |
10,00,000 |
3,13,249 |
31.32 |
Financial Achievement under MGNREGS for FY 2019-20
Sl. No. |
Implementing Agency |
Expenditure (in lakh) Upto the Month of July 2nd week |
Expenditure (in lakh) Upto the Month of July 2nd week |
Expenditure (in lakh) Upto the Month of July 2nd week |
|
|
Projected Expenditure |
Achieved |
% of Ach. |
1 |
Jharsuguda |
441.3 |
134.71 |
30.53 |
2 |
Kirmira |
444.4 |
131.84 |
29.67 |
3 |
Kolabira |
609.73 |
158.77 |
26.04 |
4 |
Laikera |
670.94 |
132.96 |
19.82 |
5 |
Lakhanpur |
1154.93 |
234.41 |
20.30 |
5 |
Jharsuguda Total |
3321.3 |
792.69 |
23.87 |