ସ୍ୱଳ୍ପ ସଞ୍ଚୟ

ସ୍ୱଳ୍ପ ସଞ୍ଚୟ  ଉଭୟ ବ୍ୟାଙ୍କ ତଥା ପୋଷ୍ଟ ଅଫିସରେ କରାଯାଇପାରେ ଯଥା ବିଭିନ୍ନ  ଯୋଜନା କିଷାନ ବିକାଶ ପତ୍ର, ଡାକଘର ମାସିକ ଆୟ ଯୋଜନା, ୫ ବର୍ଷିଆ , ବରିଷ୍ଟ ନାଗରିକ ସଞ୍ଚୟ ଯୋଜନା, ଜାତୀୟ ସଞ୍ଚୟ ସାର୍ଟିଫିକେଟ ୮ମ  ଈସ୍ଵ୍ୟୁମିଆଦି ଜମା, ସୁକନ୍ୟା ସମୃଦ୍ଧି ଯୋଜନା , ପୌନଃପୁନିକ ଜମା,ଇତ୍ୟାଦିରେ ବର୍ଷକୁ ପ୍ରତି ୨୦୦୦ ଟଙ୍କା ସଞ୍ଚୟ ଉପରେ ଏକ କୁପନ ମିଳେ।

ସ୍ୱଳ୍ପସଞ୍ଚୟ ଯୋଜନା ଏକ ଦୃଷ୍ଟିପାତ
ପ୍ରଚଳିତ ସଞ୍ଚୟ ଯୋଜନା ସୁଧର ହାର ୦୧.୦୪.୨୦୧୯ ରୁ୩୦.୦୬.୨୦୧୯ ସୁଧର ହାର ୦୧.୦୭.୨୦୧୯ ରୁ୩୦.୦୯.୨୦୧୯ ସୁଧର ଅବଧି
ଡାକଘର  ସଞ୍ଚୟ  ବ୍ୟାଙ୍କ ୪.୦ ୪.୦ ବାର୍ଷିକ
ମିଆଦି ଜମା  ୧ ବର୍ଷିଆ ୭.୦ ୬.୯ ତ୍ରୈମାସିକ
୨ ବର୍ଷିଆ ୭.୦ ୬.୯ ତ୍ରୈମାସିକ
୩ ବର୍ଷିଆ ୭.୦ ୬.୯ ତ୍ରୈମାସିକ
୫ ବର୍ଷିଆ ୭.୦ ୬.୯ ତ୍ରୈମାସିକ
ପୌନଃପୁନିକ ଜମା

(ପୋଷ୍ଟ ଅଫିସ  ରେକରିଂ ଡିପୋଜିଟ ସ୍ମିମ)

୭.୮ ୭.୭ ତ୍ରୈମାସିକ
ବରିଷ୍ଟ ନଗରିକ ସଞ୍ଚୟ ଯୋଜନା ୮.୭ ୮.୬ ତିନି ମାସରେ ଥରେ ସୁଧ ପ୍ରଦାନ କରାଯାଏ
ଡାକଘର  ମାସିକ ଆୟ  ଯୋଜନା ।  ୭.୭ ୭.୬ ମାସକୁ ମାସ  ସୁଧ  ମିଳେ  ।
ଜାତୀୟ ସଞ୍ଚୟ ସାର୍ଟିଫିକେଟ ୮ମ  ଈସ୍ଵ୍ୟୁ ୮.୦ ୭.୯ ବାର୍ଷିକ
ପବ୍ଲିକ ପ୍ରୋଭିଡେଣ୍ଟ ଫୁଣ୍ଡ  ଜମା ୮.୦ ୭.୯ ବାର୍ଷିକ
କିଷାନ ବିକାଶ ପତ୍ର ୭.୭(୧୧୨ ମାସରେ ଦ୍ଵିଗୁଣ ହୁଏ) ୭.୬ (୧୧୩  ମାସ ରେ ଦ୍ବିଗୁଣ ହୁଏ) ବାର୍ଷିକ
ସୁକନ୍ୟା ସମୃଦ୍ଧି ଯୋଜନା ୮.୫ ୮.୪ ବାର୍ଷିକ

ଝାରସୁଗୁଡା ଜିଲ୍ଲାରେ ମୋଟ ୫୬  ଜଣ ଏସଏଏସ ଏବଂ ୭୭ଜଣ ଏମପିକେବିଆଇ ଏଜେନ୍ଟ କାମ କରୁଛନ୍ତି।୨୦୧୮-୧୯ ବର୍ଷରେ ୧୫୬,୯୦କୋଟି ଟଙ୍କା ସଞ୍ଚୟ ହୋଇଛି,ଟାର୍ଗେଟ ୭୫ କୋଟି ଟଙ୍କା ଥିଲା,୧୯୫.୮୭% ହୋଇଥିଲା । ୨୦୧୯ ମେ ପର୍ଯ୍ୟନ୍ତ ୧୬.୬୪ କୋଟି ଟଙ୍କା ସଞ୍ଚୟ ହୋଇଥିଲା । ଗତ ଏପି ସିରିଜରେ ମୋଟ୧୭୮୮୫୯ କୁପନ ବଣ୍ଟା ଯାଇଥିଲା । ୱେବସାଇଟ  ୧ ଅଗଷ୍ଟରୁ ୨୮ ଫେବ୍ତୃଆରୀ ପର୍ଯ୍ୟନ୍ତ ଖୋଲା ରହେ । ଲଟେରୀ ଉଠାଣ ଏପ୍ରିଲ ,୨୮ରେ ହୁଏ ।