ସ୍ୱାସ୍ଥ୍ୟ

ଜିଲ୍ଲା ସ୍ୱାସ୍ଥ୍ୟ ବିବରଣୀ : ଝାରସୁଗୁଡ଼ା

ସ୍ୱାସ୍ଥ୍ୟ ବିବରଣୀ
ଜନସଂଖ୍ୟା ବିବରଣି :  ପରିମାଣ
କ୍ଷେତ୍ରଫଳ 2114 ବର୍ଗ କି.ମି.
ଘନତ୍ୱ/ବର୍ଗକି.ମି. 274 କି.ମି.
ଜଙ୍ଗଲ 72.783 ବର୍ଗ କି.ମି.
ଜନସଂଖ୍ୟା (2011 ଜନଗଣନା) 5,79,505
ପୁରୁଷ 2,96,690
ମହିଳା 2,82,815
ମୋଟ ଶିଶୁ ସଂଖ୍ୟା (0-6) ବର୍ଷ 64,794
ପୁରୁଷ ଜନସଂଖ୍ୟା (0-6) ବର୍ଷ 33,341
ମହିଳା ଜନସଂଖ୍ୟା (0-6) ବର୍ଷ 31,453
ଜନସଂଖ୍ୟା ବୃଦ୍ଧି 13.69%
ଓଡ଼ିଶା ଜନସଂଖ୍ୟା ଅନୁପାତ 1.38%
ଲିଙ୍ଗ ଅନୁପାତ (1000 ରେ) 953
ଶିଶୁ ଲିଙ୍ଗ ଅନୁପାତ (0-6) ବର୍ଷ 11.18%
ବାଳକ ଅନୁପାତ (0-6) ବର୍ଷ 11.24%
ବାଳିକା ଅନୁପାତ (0-6) ବର୍ଷ 11.12%
ସାକ୍ଷରତା 4,05,879
ପୁରୁଷ  ସାକ୍ଷରତା 2,28,092
ମହିଳା ସାକ୍ଷରତା 1,77,787
ସାକ୍ଷରତା ହାର 78.36
ପୁରୁଷ  ସାକ୍ଷରତା ହାର 86.81
ମହିଳା ସାକ୍ଷରତା ହାର 70.73
ସଦର ମହକୁମା ଝାରସୁଗୁଡ଼ା
ଉପଖଣ୍ଡ 01
ବ୍ଲକ 05
ପୌରସଂସ୍ଥା 03
ବିଜ୍ଞାପିତ ଅଞ୍ଚଳ ପରିଷଦ 00
ତହସିଲ 05
ବିଧାନସଭା ନିର୍ବାଚ଼ନ ମଣ୍ଡଳୀ 02
ଗ୍ରାମ ଅନ୍ତେବାସୀ ଜନବସତି ଗ୍ରାମ 374
ଗ୍ରାମ ପଞ୍ଚାୟତ 78
ସହର 03
ବୃଷ୍ଟିପାତ 1527 ମି.ଲି.ମି. (ହାରାହାରି)
ସ୍ୱାସ୍ଥ୍ୟ ଭିତ୍ତି ସଂରଚନା
ସ୍ୱାସ୍ଥ୍ୟ ଭିତ୍ତି ସଂରଚନା : ପରିମାଣ
ଉପକେନ୍ଦ୍ର କୋଠାଘର 61
ପୃଷ୍ଟିକର ଥଇଥାନ କେନ୍ଦ୍ର ( ଏନ ଆର ସି ) 01
ନବଜାତ ଶିଶୁ ଯତ୍ନ ୟୁନିଟ 01
ନବଜାତ ଷ୍ଟାବିଲାଇଜେନ ୟୁନିଟ 01
ନବଜାତ ଯ଼ତ୍ନ କୋଣ (ଏନ ବି ସି ସି) 23
ରକ୍ତ ଭଣ୍ଡାର 01
ରକ୍ତ ଭଣ୍ଡାର ୟୁନିଟ 01
ଆଇ ଏଲର ପଏଣ୍ଟ 01
ପ୍ରଥମ ପ୍ରେରଣ ୟୁନିଟ 01
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (24 x 7) 05
ସ୍ୱାସ୍ଥ୍ୟ ସଂସ୍ଥା
ସ୍ୱାସ୍ଥ୍ୟ ସଂସ୍ଥା : ପରିମାଣ
ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ସଂଖ୍ୟା 01
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା 06
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର 16
ଅନ୍ୟାନ୍ୟ ଚକିତ୍ସାଳୟ 01
ପ୍ରସବ କେନ୍ଦ୍ର ସଂଖ୍ୟା 23 ( କାର୍ଯ଼୍ୟକ୍ଷମ 10 + ଆଶାପ୍ରଦ 13)
ଉପ କେନ୍ଦ୍ର 66