ଚଣ୍ଡିମନ୍ଦିର

ଶ୍ରେଣୀ ଧାର୍ମିକ

ଝାରସୁଗୁଡ଼ା ରେଳଷ୍ଟେସନ ଠାରୁ ୩୦ କି.ମି. ଦୂରରେ ଥିବା ବ୍ରଜରାଜନଗର ରାମଚ଼ଣ୍ଡୀ ମନ୍ଦିର ଅବସ୍ଥିତ । ଦେବୀ ଚ଼ଣ୍ଡୀ ଏଠାରେ ପୂଜା ପାଇଁଥାନ୍ତି । ଏହି ଚ଼ଣ୍ଡି ପୀଠ ଇବ ନଦୀକୂଳରେ ଏକ ପ୍ରାକୃତିକ ଗୁମ୍ଫା ମଧ୍ୟରେ ଅଛି । ଏହି ପୀଠକୁ ଓହ୍ଲାଇବାକୁ ଲୌହ ନିର୍ମିତ ସିଡ଼ିର ସାହାଯ଼୍ୟ ନେବାକୁ ପଡ଼େ । ଏହି ମନ୍ଦିରରୁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇବ ନଦୀକୂଳ ଦୃଶ୍ୟମାନ ହୋଇଥାଏ । ଏହା ଏକ ମନମୁଗ୍ଧକର ର୍ଦଶନୀୟ ସ୍ଥାନ ଏବଂ ବଣଭୋଜି ପାଇଁ ମଧ୍ୟ ଉପଯୁକ୍ତ ।

ଫଟୋ ଗାଲେରୀ

  • ମାଁ ରାମଚଣ୍ଡୀ ମନ୍ଦିର ଗେଟ
  • ମାଁ ରାମଚଣ୍ଡୀ ମନ୍ଦିର ଭିତର ପାଖ
  • ମାଁ ରାମଚଣ୍ଡୀ ମନ୍ଦିର ବାହାର ପାଖ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଝାରସୁଗୁଡା

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୩0 କି.ମି.

ସଡ଼କ ପଥରେ

ବ୍ରଜରାଜନଗର ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।