ପାହାଡ଼େଶ୍ୱର ମନ୍ଦିର

ଶ୍ରେଣୀ ଧାର୍ମିକ

ପାହାଡି ମନ୍ଦିର ଟି ଝାରସୁଗୁଡା ରେଲୱେ ଷ୍ଟେସନ ରୁ ୩ କି.ମି. ଏବଂ ବସ ଷ୍ଟେସନ ରୁ ୩.୫ କି.ମି. ଦୂରରେ ଗୋଟିଏ ପାହାଡ ଉପରେ ଅବସ୍ଥିତ । ଏହି ମନ୍ଦିରରେ  ଭଗବାନ ଶିବ ପୂଜା ପାଆନ୍ତି ।ଏହି ପାହାଡ ଉପରୁ ଝାରସୁଗୁଡା ସହରଟି ବହୁତ ସୁନ୍ଦର ଦେଖାଯାଏ ।

ଫଟୋ ଗାଲେରୀ

  • ପାହାଡି ମନ୍ଦିର ସାମନା
  • ପାହାଡି ମନ୍ଦିର ଗେଟ
  • ପାହାଡି ମନ୍ଦିର ଭିତର ପାଖ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଝାରସୁଗୁଡା

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୩ କି.ମି.

ସଡ଼କ ପଥରେ

ଝାରସୁଗୁଡା ବସ ଷ୍ଟାଣ୍ଡ ରୁ ଏହାର ଦୁରତା ୩ କି.ମି. । ରେଲୱେ ସ୍ଟେଶନ ଓ ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।